ଅନ୍ତର୍ଜାତୀୟ

ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଯେଉଁଥିଉଁରେ ଯନ୍ତ୍ରଣା କମ ହୋଇପାରିବ

ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି।

ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଯେଉଁଥିଉଁରେ ଯନ୍ତ୍ରଣା କମ ହୋଇପାରିବ। ଏନେଇ ଆଲାବାମା ପ୍ରଶାସକ କହିଛନ୍ତି, ଦୋଷୀକୁ ମୃତ୍ୟୁଦଣ୍ଡ ଦେବାର ଏହା ସବୁଠାରୁ କମ ଯନ୍ତ୍ରଣାମୁକ୍ତ ପଦ୍ଧତି।

Related Articles

Back to top button