ଓଡ଼ିଶା

ମାଟ୍ରିକ୍‌ ବୋର୍ଡ ପକ୍ଷରୁ ସୂଚନା, ୬ ତାରିଖ ଦିନ ୧ଟାରେ ପ୍ରକାଶ ପାଇବ ଫଳ, ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ

କଟକ: ମାଟ୍ରିକ ପରୀକ୍ଷା ଫଳ ନେଇ ବୋର୍ଡ ପକ୍ଷରୁ ପ୍ରେସ୍‌ମିଟ୍‌ କରାଯାଇଛି । ଆସନ୍ତା ୬ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବୋର୍ଡ ସୂଚନା ଦେଇଛି । ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.nic.inରେ ପରୀକ୍ଷାଫଳ ଉପଲବ୍ଧ ହେବ । ମୋବାଇଲ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । OR10 <Roll No> ଲେଖି 5676750 ନମ୍ବରକୁ SMS କରିବେ । ଏହାପରେ ଛାତ୍ରଛାତ୍ରୀ ରେଜଲ୍ଟ ପାଇ ପାରିବେ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com