ମା’ କାଳୀଙ୍କ ହାତରେ ସିଗାରେଟ୍, ବିବାଦରେ ଫିଲ୍ମ
ନୂଆଦିଲ୍ଲୀ: ହାତରେ ଖଣ୍ଡା ଆଉ ତ୍ରିଶୂଳ। ଆଉ ଏକ ହାତରେ ଧରିଛନ୍ତି ସିଗାରେଟ୍। ଆଉ ଗୋଟିଏ ହାତରେ ରହିଛି ଏଲ୍ଜିବିଟି ପତାକା। ଏକ ସ୍ଥାନରେ ବସି ମା’ କାଳୀ ରୂପରେ ଜଣେ ମହିଳା ବେଶଭୂଷା ପରିଧାନ କରି ଟାଣୁଛନ୍ତି ସିଗାରେଟ୍। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନିକଟରେ ରିଲିଜ ହୋଇଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ରେ। ଏହି ମୋସନ ପୋଷ୍ଟରକୁ ନେଇ ଏବେ ବିବାଦ ତେଜିଛି। ଫିଲ୍ମ ମେକର୍ସଙ୍କୁ ଗିରଫ କରିବା ପାଇଁ ଦାବି ମଧ୍ୟ ଉଠିଛି।
ଫିଲ୍ମ କାଳୀ, ଏହା ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ। ଜୁଲାଇ ୨ ତାରିଖରେ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ଭାରତୀୟ ଫିଲ୍ମ ମେକର ଲୀନା ମଣିମେକଲଇ ଏହାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଥିଲେ। ଏହି ପୋଷ୍ଟରରେ ମା’ କାଳୀଙ୍କୁ ସିଗାରେଟ୍ ପିଉଥିବା ଦର୍ଶାଯାଇଛି। କେବଳ ସେତିକି ନୁହେଁ କାଳୀଙ୍କ ହାତରେ ଏଲଜିବିଟି ସମ୍ପ୍ରଦାୟର ପତକା ମଧ୍ୟ ରହିଛି। ପୋଷ୍ଟରରେ ମା’ କାଳୀକୁ ଏଭଳି କଦର୍ଥ କରି ଦର୍ଶାଯାଇଥିବା ଦେଖି ଏବେ ଲୋକେ ଏହାକୁ ଜୋରଦାର ବିରୋଧ କରିଛନ୍ତି।
ଏପରିକି ଜଣେ ୟୁଜର୍ସ ଏହି ଫିଲ୍ମର ପୋଷ୍ଟରକୁ ଗହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ପିଏମ୍ଓ ଯାଏଁ ଟାଗ୍ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ମଧ୍ୟ କରିଛନ୍ତି।
ଫିଲ୍ମ ମେକର ଲୀନା ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ଶେଆର କରି କହିଥିଲେ, ତାଙ୍କର ଏହି ପିଲ୍ମକୁ କାନାଡା ଫିଲ୍ମ ଫେଷ୍ଟିଭାଲରେ ଲଞ୍ଚ କରାଯାଇଛି। ସେ ନିଜର ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ମଧ୍ୟ ଥିଲେ। କିନ୍ତୁ ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି।
Every day H!ndu religion is mocked, Is govt. testing our patience ??
Dear @AmitShah @HMOIndia @PMOIndia @DrSJaishankar @MEAIndia Please don’t forget how we were questioned for hurting religious sentiments & needful action must be taken.https://t.co/8W3SBR3FZj
— दलीप पंचोली🇮🇳 (@DalipPancholi) July 3, 2022

Super thrilled to share the launch of my recent film – today at @AgaKhanMuseum as part of its “Rhythms of Canada”
Link: https://t.co/RAQimMt7LnI made this performance doc as a cohort of https://t.co/D5ywx1Y7Wu@YorkuAMPD @TorontoMet @YorkUFGS
Feeling pumped with my CREW❤️ pic.twitter.com/L8LDDnctC9
— Leena Manimekalai (@LeenaManimekali) July 2, 2022

Will the Supreme Court which blamed #NupurSharma for the killing of #kanahiyalal now take up this case of a filmmaker who has abused #HinduGoddess (Maa Kaali) and put her behind bars.
Will the begums of #UrbanNaxal gang & #Lutyensmedia condemn this. #ArrestLeenaManimekalai . pic.twitter.com/yo7r2otD8y— Ashoke Pandit (@ashokepandit) July 4, 2022