କ୍ରୀଡ଼ାଜାତୀୟ

ବନ୍ଧା ହେଲେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପୂର୍ବତନ ବିଜନେସ୍‌ ପାର୍ଟନର ମିହିର ଦିବାକର

ବନ୍ଧା ହେଲେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପୂର୍ବତନ ବିଜନେସ୍‌ ପାର୍ଟନର ମିହିର ଦିବାକର।

ମିହିର ବ୍ୟବସାୟିକ ଚୁକ୍ତି ପାଳନ କରି ନ ଥିବାରୁ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ନେଇ ଧୋନୀ ରାଞ୍ଚିର ଜିଲ୍ଲା କୋର୍ଟରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ୍‌ ମାମଲା ରୁଜୁ କରି ମିହିରଙ୍କୁ ଗିରଫ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com