ଓଡ଼ିଶା

ଲିଫ୍ଟ ବାହାନାରେ ନିଶା ଦେଇ ଲୁଟ୍‌ ମାମଲା, ଅଜଣା ଲୋକଙ୍କ ସହ ନ ଯିବାକୁ ଅପିଲ୍‌ କଲେ ଡିସିପି

ଭୁବନେଶ୍ବର () ରାଜଧାନୀ ଭୁବନେଶ୍ବରରୁ ଲିଫ୍ଟ ବାହାନାରେ ନିଶା ଦେଇ ଲୁଟ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି ଉମାଶଙ୍କର ଦାସ । ମମାଲାକୁ ଗମ୍ଭୀରତାର ସହ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଡିସିପି କହିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ, ସହୀଦ ନଗର ଥାନା ପୋଲିସକୁ ତଦନ୍ତ ଭାର ଦିଆଯାଇଛି ।

ଅଜଣା ବ୍ୟକ୍ତିଙ୍କ ସହ ଲିଫ୍ଟରେ ନ ଯିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଡିସିପି ।

ଏହା ସହିତ କାର୍ କାଚ ଭାଙ୍ଗି ଲୁଟ୍‌ ପଛରେ ରାଜ୍ୟ ବାହାର ଗ୍ୟାଙ୍ଗଥିବା ସନ୍ଧାନରୁ ଜଣାପଡ଼ିଛି । ପିଓ ପିଡ଼ି ଟିମ୍‌ ଏହାର ତଦନ୍ତ କରୁଛି । ନିଛାଟିଆ ସ୍ଥାନରେ ଗାଡିରେ ମୂଲ୍ୟବାନ ଜିନିଷ ନରଖିବାକୁ ଲୋକଙ୍କୁ ଅପିଲ ଡିସିପି ଉମାଶଙ୍କର ଦାସ ।

Related Articles

Back to top button
WP Twitter Auto Publish Powered By : XYZScripts.com