ଓଡ଼ିଶା

ହିମାଚଳ ପ୍ରଦେଶରେ ୨.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଚମ୍ବା, ୧୫/୦୮/୨୦୨୨-  ହିମାଚଳ ପ୍ରଦେଶରେ ଭୂମିକମ୍ପ । ସୋମବାର ସକାଳ ୭ଟା ୧୦ରେ ଚମ୍ବାରେ  ଭୂମିକମ୍ପ ଅନୁଭୂତ ହୋଇଛି । ପାଣିପାଗ ବିଭାଗ କହିବାନୁସାରେ, ଏହାର କେନ୍ଦ୍ରସ୍ଥଳୀ ଥିଲା ଚମ୍ବା । ଭୂପୃଷ୍ଠରୁ ୧୦ କିମି ତଳେ ଏହା କେନ୍ଦ୍ରୀଭୃତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୨.୫ ଥିଲା । କିଛି ସମୟ ପାଇଁ ଝଟକା ଅନୁଭୂତ ହେଲା ପରେ ଲୋକେ ଘରୁ ବାହାରି ଖୋଲା ସ୍ଥାନକୁ ଚାଲି ଯାଇଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com