କ୍ରୀଡ଼ା

୧୦ ହଜାର ଆମେରେକୀୟ ଡଲାର

ଅହମ୍ମଦାବାଦରେ ଆୟୋଜିତ ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ସୁରକ୍ଷା ବଳୟ ଭାଙ୍ଗି ଷ୍ଟାଡିୟମ ଭିତରକୁ ପଶିଥିଲେ ଅଷ୍ଟ୍ରେଲିୟ ଯୁବକ ବେନ ଜନସନଙ୍କ ପାଇଁ ୧୦ ହଜାର ଆମେରେକୀୟ ଡଲାର ଘୋଷଣା କରିଛି ଖଲିସ୍ତାନ ସମର୍ଥକ ଗୋଷ୍ଠୀ ।

ବିରାଟ କୋହଲିଙ୍କ କାନ୍ଧରେ ବେନ୍ ହାତ ପକାଇଥିବାବେଳେ କିଛି ସମୟ ଖେଳ ବନ୍ଦ ରହିଥିଲା । ପରେ ପୋଲିସ ହେପାଜତଙ୍କୁ ତାଙ୍କୁ ନିଆଯାଇଥିଲା । ତେବେ ଭାରତୀୟ ଗୁପ୍ତଚର ସୂତ୍ରର ଜଣା ପଡ଼ିଛି କି, ଏହା ହେଉଛି ଗୁରୁପନ୍ତ ସିଂ ପନ୍ନୁ ଏବଂ ତାଙ୍କ ସଂଗଠନର ଏକ କୁଟ ଚକ୍ରାନ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com