ଅନ୍ୟାନ୍ୟ

ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ ହୋଇଛି

ରାଜ୍ୟରେ ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ ହୋଇଛି। ହାତୀ ରହୁଥିବା ଅଞ୍ଚଳରେ ସେମାନଙ୍କ ଖାଦ୍ୟ ପାଇଁ କୁମ୍ବି, ଶାଳିଆ ବାଉଁଶ ଆଦି ଲଗାଯିବ। ଜଳାଶୟ ବି କରାଯିବ । ଅଧିକ ଖାଦ୍ୟ ରହିଲେ ହାତୀ ସେଠାରେ ହିଁ ରହିବେ ।

ଜଙ୍ଗଲରେ ତାଳ ଗଛ ଲଗାଯିବା ସହ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ଏପରି ହେଲେ ହାତୀ- ମଣିଷ ସଂଘର୍ଷ କମିଵ । ମହୁମାଛି ଶବ୍ଦ ହେଲେ, ହାତୀ ଚାଲିଯିବେ। ହେଲେ ଏହା ବଡ଼ ମାତ୍ରାରେ ପରୀକ୍ଷା କରାଯାଇନି । ବର୍ତ୍ତମାନ ବାଘ ଗଣନା ଚାଲିଛି । ତା’ ପରେ ହାତୀ ଗଣନା ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com