ଅନ୍ୟାନ୍ୟ

ଟିକସ ଫାଙ୍କିବା ଅଭିଯୋଗ

ଟିକସ ଫାଙ୍କିବା ଅଭିଯୋଗରେ ଆଜି ବୌଦ୍ଧ ଡିଷ୍ଟଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ବିଭାଗ ରେଡ କରିଛି । ଚଢ଼ାଉ ବେଳେ ଶହ ଶହ କୋଟି ଟଙ୍କା ଜବତ ।

ଭୁବନେଶ୍ବର, ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ରାୟଗଡ଼ା ସହ ରାଜ୍ୟ ବାହାରେ ଥିବା ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ମିଳିଛି । ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘର ଚଟାଣ, ଡ୍ରଇଁ ରୁମ. ପଲଙ୍କ, ରୋଷେଇ ଘରୁ ବିଡ଼ା ବିଡ଼ା ଟଙ୍କା ବାହାରିଛି । ମୋଟ ଟଙ୍କାର ପରିମାଣ ୩ଶହ କୋଟି ଟପିପାରେ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com