କ୍ରୀଡ଼ା

ଭେଟେରାନ୍‌ ଗୋଲରକ୍ଷକ ସବିତା ପୁନିଆ ପୁଣି ଥରେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି

ଭେଟେରାନ୍‌ ଗୋଲରକ୍ଷକ ସବିତା ପୁନିଆ ପୁଣି ଥରେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ରାଞ୍ଚିରେ ଜାନୁଆରି ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ନିକଟରେ ପ୍ରଥମ ମହିଳା ଭାବେ ୩୦୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ବନ୍ଦନା କାଟାରିଆ ଉପଅଧିନାୟିକା ଦାୟିତ୍ବ ପାଇଛନ୍ତି। କିନ୍ତୁ ଓଡ଼ିଶାରୁ କୌଣସି ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇପାରି ନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com