ଓଡ଼ିଶା

ପଞ୍ଚଲିଙ୍ଗେଶ୍ୱର ଗସ୍ତରେ ଜିଲ୍ଲାପାଳ, ପୀଠର ଉନ୍ନତିକରଣ ନେଇ କଲେ ସମୀକ୍ଷା

ନୀଳଗିରି: ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ଜିଲ୍ଲାପାଳଙ୍କ ତୋଫାନି ଗସ୍ତ । ପଂଚଲିଙ୍ଗେଶ୍ୱରର ସର୍ବାଙ୍ଗୀନ ଉନ୍ନତିକରଣ ତଥା ପୀଠରେ ଶୌଚାଳୟ,ପାନୀୟଜଳ, ଦୋକାନୀଙ୍କର ସ୍ଥାୟୀ ବ୍ୟବସ୍ଥା, ନିୟୁ ପାର୍କିଂ, ପଂଚଲିଙ୍ଗେଶ୍ୱର, ଖୁମକୁଟ ଡ୍ୟାମ ରାସ୍ତା ସହ ଉନ୍ନତିକରଣ ନେଇ ଜିଲ୍ଲାପାଳ ଡିଏଫଓ, କୁଳଡିହା ରେଞ୍ଜର, ଉପଜିଲ୍ଲାପାଳ, ଔପଦା ବ୍ଲକର ବିଡ଼ିଓ, ନୀଳଗିରି ତହସିଲଦାର, ଗ୍ରାମ୍ୟଉନ୍ନୟନ ବିଭାଗର ଏସଡିଓ, ସ୍ଥାନୀୟ ସରପଞ୍ଚଙ୍କ ସହ ବିଶଦ ଆଲୋଚନା କରିଥିଲେ । ଆଗକୁ ଶ୍ରାବଣ ମାସ ସୋମବାରରେ କାଉଡ଼ିଆଙ୍କର ଜଳାଭିଷେକ ଥିବାରୁ ଏନେଇ ଆଲୋଚନା ମଧ୍ୟ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com