ଜାତୀୟଭାଇରାଲ୍ ଭିଡିଓ

ଟି-ସାର୍ଟର ଦାମ୍‌କୁ ନେଇ ମେଟ୍ରୋରେ କପଲ୍ ଫାଇଟ: ବୟଫ୍ରେଣ୍ଡକୁ ଥାପ୍ପଡ ମାରିଲେ ଗର୍ଲଫ୍ରେଣ୍ଡ୍, ଭିଡିଓ ଭାଇରାଲ୍…

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ନୂଆ ନୂଆ ଘଟଣା ଘଟୁଥିବା ଅନେକ ନଜିର ରହିଛି । ସୋସିଆଲ ମିଡିଆରେ ଦୈନନ୍ଦିନ ଭାଇରାଲ ହୋଇଥାଏ ଭିଡିଓ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଘଟଣା ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି । ମେଟ୍ରୋରେ କିଭଳି କପଲ୍ ଫାଇଟ୍ ।

ମେଟ୍ରୋରେ ଯାଉଥିବା ପୁଅ, ଝିଅ ଭୟଙ୍କର ଝଗଡା କରୁଥିବା ଭିଡିଓ ଭାଇରାଲ ହୋଇଛି । ମେଟ୍ରୋରେ ଯାତ୍ରା କରୁଥିବା ଲୋକେ ଏହା ଦେଖିବା ପରେ ତାଜୁବ ହୋଇଯାଉଛନ୍ତି । କିଛି ଲୋକ ଏହାକୁ ଥଟ୍ଟା ପରିହାସ ବି କରୁଛନ୍ତି । ସୂଚନା ଥଉକି, ମେଟ୍ରୋରେ ଯାତ୍ରା କରୁଥିବାବେଳେ ଏକ କପଲଙ୍କ ଜୋରଦାର ଝଗଡା ହୋଇଥିଲା ।

ସାମାନ୍ୟ ଟି-ସାର୍ଟର ଦରକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ସୂଚନା ଥାଉକି, ଝିଅଟି ହାଲୁକା ରଙ୍ଗର ଟି-ସାର୍ଟ ପିନ୍ଧିଥିଲା । ସେ ଦାବି କରିଥିଲେ ଯେ, ଟି-ସାର୍ଟର ମୂଲ୍ୟ ଏକ ହଜାର ଟଙ୍କା । କିନ୍ତୁ ପୁଅଟି ଥଟ୍ଟା କରି କହିଥିଲା ଯେ, ୧୫୦ରୁ ଅଧିକ ଟଙ୍କା ହେବନି । ବାସ୍ ଏତିକି କଥାରେ ଝିଅଟିର ରାଗ ବ୍ରହ୍ମଚଣ୍ଡାଳ ହୋଇଗଲା ।

ଫଳରେ ରାଗିଯାଏ ପୁଅକୁ ଜୋରଦାର ଚାପୁଡ଼ା ମାରିଥିଲା ଝିଅ । ଏହା ପରେ ପୁଅଟି କହିଥିଲା ‘ହାତ ଉଠାଅନି । ଲୋକେ ଦେଖୁଛନ୍ତି । ତା ପରେ ଝିଅଟି ପୁଅକପ ତିନିଥର ବାରମ୍ୱାର ଚାପୁଡା ମାରିଚାଲେ । ଆଉ ଏହି ମାଡ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com