ଜାତୀୟ

ବୟଫ୍ରେଣ୍ଡ ପାଇଁ କିମ୍‌ ରେଣ୍ଟୁରାଣ୍ଟରେ ଖର୍ଚ୍ଚ କଲେ ୪୬ ହଜାର ଟଙ୍କା, ଜାଣନ୍ତୁ ଏମିତି କଣ କରିଥିଲେ ଅର୍ଡର

ମୁମ୍ବାଇ: ମଡେଲ୍ କିମ୍ କାଦର୍ସିୟାନ୍ ନିକଟରେ ଅଷ୍ଟ୍ରେଲିଆ ଯାଇଥିଲେ। ତାଙ୍କ ପ୍ରେମିକା ପିଟ୍ ଡେଭିଡସନଙ୍କୁ ଭେଟିବା ପାଇଁ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ରହିଥିଲେ। କୁହାଯାଉଛି କି କିମ ଅଷ୍ଟ୍ରେଲିଆର ଏକ ରେଷ୍ଟୁରାଣ୍ଟକୁ ଡିନର କରିବାକୁ ଯାଇଥିଲେ । ସେଠାରେ ସେ ଡିନର କରିଥିେ ସତ ହେଲେ ଏମିତି କଣ ଖାଇଥିଲେ ଯେ ବିଲ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଥିରେ ୫୬୭ ଡଲାର କିମ୍ବା ପ୍ରାୟ ୪୬,୦୦୦ଟଙ୍କା ବିଲ ଆସିଥିଲା।

बॉयफ्रेंड से मिलने गई इस मॉडल ने रेस्टोरेंट में खर्च किये 46,000 हजार रुपये, जानें खाने में ऐसा क्या मंगवाया

ଇଟାଲୀର ଏକ ରେଷ୍ଟୁରାଣ୍ଟର ଜଣେ ୱେଟର ଦାବି କରି କହିଛନ୍ତି ଯେ ସେ କିମ ଏବଂ ତାଙ୍କ ସହକର୍ମୀଙ୍କୁ ସର୍ଭିସ୍‌ କରିଥିଲେ। ସୋସିଆଲ୍‌ ମିଡିଆରେ ଏହି ବିଲ୍‌କୁ ସେୟାର କରାଯାଇଛି । ଇନଷ୍ଟାଗ୍ରାମର ଷ୍ଟୋରୀରେ ସେୟାର କରି ଲେଖା ହୋଇଛି କି, ‘ଆଜି କାମରେ କିମ କେଙ୍କ ଆର୍ଡର ନେଇଥିଲେ । ହେବି ଟିପ୍ସ ପାଇଁ ଧନ୍ୟବାଦ। ଏହା ପରେ ସେ ବିଲର ଫଟୋ ସେୟାର କରି ଲେଖିଛନ୍ତି ‘ବର୍ତ୍ତମାନ କାମ ଶେଷ ହୋଇଛି ଏହା ହେଉଛି ତାଙ୍କର ବିଲ୍। ଆପଣ ଅନ୍ୟାନ୍ୟ ଜିନିଷ ମଧ୍ୟରେ ବ୍ରୁସଚେଟ୍ଟା, ମାର୍ଗେରିଟା ପିଜା, ଲସାଗ୍ରେନ୍, ଚକୋଲେଟ୍ ଟର୍ଟ, ରୁକୋଲା, କ୍ୟାପ୍ରେସ୍ ସାଲାଡ୍ ଭଳି ଖାଦ୍ୟ ଦେଖି ପାରୁଥିବେ। ସମସ୍ତ ଖାଇବା ବିଲ୍ କରିବା ପରେ ମୋଟ ୫୭୬ ଡଲାର ହୋଇଥିଲା ।

ଡେଲି ମେଲ ରିପୋର୍ଟ ଅନୁଯାୟୀ କିମ୍‌ଙ୍କ ପ୍ରେମିକା ପିଟ୍ ଡେଭିଡସନ ବର୍ତ୍ତମାନ ୱିଜାର୍ଡ ନାମକ ଏକ ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି। ଏହି ସମୟରେ କିମ୍‌ ଚାରି ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ଯାଇଥିଲେ। କିମ ଚାହୁଁ ନଥିଲେ କି ସେ ଅଷ୍ଟ୍ରେଲିଆରେ ଅଛନ୍ତି ବୋଲି କେହି ଜାଣନ୍ତୁ। ଏଥିପାଇଁ ସେ ଜଣେ ଘରୋଇ ହୋଟେଲ୍‌ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com