ଜାତୀୟ

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ରାମମନ୍ଦିର ଓ ବଖସିର ତାଲାବ ପୁଲିସ ଷ୍ଟେସନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି।

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ରାମମନ୍ଦିର ଓ ବଖସିର ତାଲାବ ପୁଲିସ ଷ୍ଟେସନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଉତ୍ତରପ୍ରଦେଶ ପୁଲିସକୁ ଏହି ଚିଠି ସୀତାପୁର ରୋଡସ୍ଥିତ ପାଲ ରେସ୍ତୋରାଁ ନିକଟରୁ ମିଳିଛି।

ଏଥିରେ ଦୁଇଟି ନାମ ଉଲ୍ଲେଖ ଥିବା ବେଳେ ଜଣେ ମହିଳାଙ୍କ ଫୋନ ନମ୍ବର ନାମ ରହିଥିବା ଜଣାପଡ଼ିଛି। ଏଥିସହିତ ଚିଠିରେ ‘ଶ୍ରୀରାମଙ୍କ ମନ୍ଦିର ଓ ବଖସିର ତାଲାବ ପୁଲିସ ଷ୍ଟେସନକୁ ବୋମାରେ ଉଡ଼ାଇ ଦେବି’ ବୋଲି ଲେଖାହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com