ଜାତୀୟ

ମୂଷାମାନେ ୧୯କେଜିର ଭାଙ୍ଗ ଓ ଗଞ୍ଜେଇ ଖାଇଦେଇଛନ୍ତି

ମୂଷାମାନେ ୧୯କେଜିର ଭାଙ୍ଗ ଓ ଗଞ୍ଜେଇ ଖାଇଦେଇଛନ୍ତି । ଝାଡଖଣ୍ଡର ଧାନବାଦର ରାଜଗଞ୍ଜ ପୋଲିସ ଏନେଇ କୋର୍ଟରେ ସୂଚନା ଦେଇଛି। ପୋଲିସର ବିବୃତ୍ତି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

୨୦୧୮ ରେ ୧୯ କେଜି ଭାଙ୍ଗ ଓ ଗଞ୍ଜେଇ ଜବତ କରିବା ସହ ବାପ-ପୁଅଙ୍କୁ ଗିରଫ କରିଥିଲା ରାଜଗଞ୍ଜ ପୋଲିସ। ଏହି ମାମଲାରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ପୋଲିସ କୋର୍ଟରେ କହିଥିଲେ ଯେ ଜବତ ହୋଇଥିବା ଗଞ୍ଜେଇ ଓ ଭାଙ୍ଗକୁ ମୂଷା ଖାଇଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com