Featuredବାଣିଜ୍ୟ

ଭାରତରେ ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରିବ MG ? ଜାଣନ୍ତୁ କେବେ ଆଉ କେତେ ରହିବ ପ୍ରାଇସ

ଭୁବନେଶ୍ୱର: ଭାରତର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍ ଟାଟା ଟିଆଗୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ MG ମୋଟର ଏହାର ମିନି ଇଭି କାର୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି।

ମୂଲ୍ୟ ଦୃଷ୍ଟିରୁ ଏହା ଟିଆଗୋ ଠାରୁ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି,କିନ୍ତୁ ଏହାର ମୂଲ୍ୟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ। ଆସନ୍ତା ବର୍ଷ ଏହି କାର ଭାରତୀୟ ବଜାରରେ ଲଞ୍ଚ ହୋଇପାରେ।

ଭାରତରେ MG ର ପ୍ରଥମ ଇଲେକ୍ଟ୍ରିକ ମଡେଲ୍ ହେଉଛି ZS EV ଫେସେଲିଫ୍ଟ। କମ୍ପାନୀ କିଛି ମାସ ପୂର୍ବରୁ ଏହି କାରକୁ ଲଞ୍ଚ କରିଛି । ଏହି କାରରେ କମ୍ପାନୀ ADAS, ରାଡାର ସେଟ୍ ଅପ୍, ୩୬୦-ଡ଼ିଗ୍ରୀ କ୍ୟାମେରା ଭଳି ଫିଚର୍ସ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com