ଓଡ଼ିଶା

ଓଡିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ ପରୀକ୍ଷା ପାଇଁ  ଘୋଷଣା ହେଲା ତାରିଖ

ଭୁବନେଶ୍ୱର, ୨୮/୦୭/୨୦୨୨- ଓଡିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ ପରୀକ୍ଷା ପାଇଁ  ଘୋଷଣା ହେଲା ତାରିଖ । ଏ ନେଇ ଓପିଏସସିଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି ।ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓସିଏଓ ପ୍ରିଲିମ ପରୀକ୍ଷା ।  ଓପିଏସସି ପକ୍ଷରୁ ପରୀକ୍ଷାର ପ୍ରୋଗ୍ରାମକୁ ନେଇ କୌଣସି ନୋଟିସ ଦିଆଯାଇ ନାହିଁ । ତେଣୁ ପରୀକ୍ଷା ସମ୍ବନ୍ଧୀୟ ଅପଡେଟ ପାଇବା ପାଇଁ ଆବେଦନକାରୀମାନେ ଅଫିସିଆଲ ୱେବସାଇଟକୁ ଦେଖି ପାରିବେ । ଯୋଗ୍ୟତା, ଶାରୀରିକ କ୍ଷମତା ଇତ୍ୟାଦି ସହିତ ଅନ୍ୟାନ୍ୟ କାରଣରୁ ଅଯୋଗ୍ୟ ବିବେଚିତ ହୋଇଥିବା ଅନେକ ପ୍ରାର୍ଥୀଙ୍କୁ ଅଗ୍ରାହ୍ୟ କରାଯାଇଥିବା ଓପିଏସସି ସୂଚନା ଦେଇଛି ।ସେହିପରି ଓପଏସସି ୭୦୩୯ ଜଣ ଆଶାୟୀ ପ୍ରାର୍ଥୀଙ୍କ ଆବେଦନକୁ ଖାରଜ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com