ଅନ୍ତର୍ଜାତୀୟ

ସାଧାରଣ ନିର୍ବାଚନ ନେଇ ପାକିସ୍ତାନରେ ରାଜନୀତି ସରଗରମ

ସାଧାରଣ ନିର୍ବାଚନ ନେଇ ପାକିସ୍ତାନରେ ରାଜନୀତି ସରଗରମ। କାରଣ ମଇଦାନକୁ ଓହ୍ଲାଇଛନ୍ତି ଜେଲ୍‌ରେ ସଜା କାଟୁଥିବା ୩ ମହିଳା ନେତା। ପିଟିଆଇର ଏହି ମହିଳା ନେତାମାନେ ଜେଲ୍‌ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି।

ଯାହା ଏବେ ଜାତୀୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଆସନ୍ତା ମାସ ଅର୍ଥାତ୍‌ ଫେବୃଆରୀ ୮ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ୧୭୫ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ।

Related Articles

Back to top button