ଜାତୀୟ

ତାମିଲନାଡୁ ବିଜେପିର ଜଣେ ନେତା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ନିଜର ଆବେଦନପତ୍ର ସହ ଗୋଟିଏ ଗଞ୍ଜେଇ ପ୍ୟାକେଟ ଦେବାକୁ ଚାହୁଁଥିଲେ।

ତାମିଲନାଡୁ ବିଜେପିର ଜଣେ ନେତା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ନିଜର ଆବେଦନପତ୍ର ସହ ଗୋଟିଏ ଗଞ୍ଜେଇ ପ୍ୟାକେଟ ଦେବାକୁ ଚାହୁଁଥିଲେ।

ରାଜ୍ୟରେ ଗଞ୍ଜେଇ କାରବାର ବଢ଼ି ଚାଲିଥିବାରୁ ସେ ଏପରି ଅଭିନବ ଢଙ୍ଗରେ ନିଜର ଦାବି ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଦୁରାଇ ଏୟାରପୋର୍ଟରେ ପୁଲିସ ତାଙ୍କୁ ଗିରଫ କରିନେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com