ଓଡ଼ିଶା
ଭୁବନେଶ୍ୱର ଏମ୍ସ ଛାତରୁ ଡେଇଁ ରୋଗୀ ମୃତ
![](https://i0.wp.com/odia.mobilenews24x7.com/wp-content/uploads/2022/04/aiims.png?resize=640%2C355&ssl=1)
ଭୁବନେଶ୍ୱର, ୨୦/୦୮/୨୦୨୨ – ଭୁବନେଶ୍ୱର ଏମ୍ସ ଛାତରୁ ଡେଇଁ ରୋଗୀ ମୃତ । ମୃତ ରୋଗୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ । ହ୍ୱିଲ ଚେୟାରରେ ତାଙ୍କ ସ୍ତ୍ରୀ ବୁଲାଉଥିବା ବେଳେ ସେ ଛାତରୁ ଡେଇଁ ପଡିଥିଲେ । ରୋଗୀ ଜଣକ କାହିଁକି ୫ ମହଲାରୁ ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି । ସେ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଥିଲେ ।