ଓଡ଼ିଶା

କୃଷି ଅଧିକାରୀ, ଆର.ଆଇ ଓ ପଞ୍ଚାୟତ କର୍ମଚାରୀ ମାନଙ୍କ କ୍ଷତିଗ୍ରସ୍ତ ବନ୍ୟାଞ୍ଚଳର ଫସଲ ଅନୁଧ୍ୟାନ

ବାଲିପାଟଣା, ୨୩/୦୮/୨୦୨୨-   ଚଳିତ ବର୍ଷ ବନ୍ୟାରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ପମ୍ପ୍ପାଲୋ ପଞ୍ଚାୟତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଧାନ ଠାରୁ ଆରମ୍ଭ କରି ପନିପରିବା ଚାଷରେ ସବୁଠି ବାଲିଚର ହୋଇ ପଟୁ ଚଢ଼ି ଯାଇଛି ।  ମଙ୍ଗଳବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପମ୍ପ୍ପାଲ ବାଲିପାଟଣା ବ୍ଲକ କୃଷି ଅଧିକାରୀ, ବିଶ୍ଵନାଥ ପୁର ରାଜସ୍ବ ଅଧିକାରୀ, ପଞ୍ଚାୟତ ଅଧିକାରୀମାନେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ । ଅଧିକାରୀ ମାନଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com