ଅନ୍ତର୍ଜାତୀୟ

ଭର୍ଜିନିଆର ଏକ ଘର ବିସ୍ଫୋରଣରେ ସମ୍ପୂର୍ଣ୍ଣ ଉଡ଼ିଯାଇଛି

ଭର୍ଜିନିଆର ଏକ ଘର ବିସ୍ଫୋରଣରେ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଭିତରକୁ ପଶିଥିବା ବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି।

ଆମେରିକାର ଷ୍ଟର୍ଲିଙ୍ଗର ଏକ ଘରେ ବିସ୍ଫୋରଣ ହୋଇଥିଲା। ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, ଏହି ଘଟଣାରେ ତାଙ୍କର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com