କ୍ରୀଡ଼ା

ପୁରୁଷ ହକି ବିଶ୍ବକପ୍ ପୂର୍ବରୁ ଦେଶ ପରିକ୍ରମା କରୁଛି ଟ୍ରଫି

ନୂଆଦିଲ୍ଲୀ: ପୁରୁଷ ହକି ବିଶ୍ବକପ୍ ପୂର୍ବରୁ ଦେଶ ପରିକ୍ରମା କରୁଛି ଟ୍ରଫି । ଦିଲ୍ଲୀରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ହକି ବିଶ୍ବକପ ଟ୍ରଫିକୁ ଅନାବରଣ କରିଛନ୍ତି । ବିଶ୍ବକପ୍ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ଆଉ ୨୭ ଦିନର ଅପେକ୍ଷା। ବିଶ୍ବ ଦେଖିବ କଳିଙ୍ଗରେ ଟକ୍କର । ୧୩ ଜାନୁଆରୀରୁ ଆରମ୍ଭ ହେବ ହକି ବିଶ୍ବକପ୍ । କମ୍ପିବ ଭୁବନେଶ୍ବରରୁ ରାଉରକେଲା । ବିଶ୍ବକପ୍‌ରେ ୧୬ଟି ଟିମ୍ ଭାଗ ନେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com