ଓଡ଼ିଶାଶିକ୍ଷା

ପ୍ରତାପ ଶାସନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଅନ୍ତା ; ୨୯-୦୮ ପ୍ରତାପ ଶାସନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ସଂଯୁକ୍ତା ପାତ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ କଲେଜର ଅଧ୍ୟକ୍ଷ ଦୁର୍ଗେଶ ନନ୍ଦିନୀ ସାମଲ ମୁଖ୍ୟ ଅତିଥି ଭାବେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଡକ୍ଟର ଅରବିନ୍ଦ ଢାଲି ଯୋଗ ଦେଇଥିବା ବେଳେ ସମ୍ମନିତ ଅତିଥି ଭାବେ କଲେଜ ଫାଉଣ୍ଡର ମେମ୍ବର ବେଣୁଧର ଭୋଇ , ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଲକ୍ଷ୍ମୀଧର ପ୍ରଧାନ,ସମାଜ ସେବୀ ଦୀନବନ୍ଧୁ ଭୋଇ ଯୋଗ ଦେଇଥିଲେ । ଏହି ସଭାରେ ଯୁକ୍ତ ଦୁଇ କଳା ପରୀକ୍ଷା ରେ ଭଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନ ପାତ୍ର ପ୍ରଦାନ କରାଯାଇଥିଲା । ଏହି ସଭା କାର୍ଯ୍ୟ ପରିଚାଳନା କରିଥିଲେ ମଧୁସ୍ମୃତି ପରିଡା ।

Related Articles

Back to top button
WP Twitter Auto Publish Powered By : XYZScripts.com