ଓଡ଼ିଶାରାଜନୀତି

ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ

ବାଲିଅନ୍ତା, ୦୨/୦୯/୨୦୨ –   ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ  ଅରବିନ୍ଦ ଢାଲି ଓ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଦୁଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।  ଜୟଦେବ ନିର୍ବାଚନ ମଣ୍ଡଳୀରେ ବନ୍ୟା ପ୍ରତିକାର ସହିତ ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁର, ସୁନ୍ଦରପୁର ଗ୍ରାମରେ ୭୦ ବର୍ଷରୁ ଅଧିକ ଧରି ବସବାସ କରୁଥିବା ବଙ୍ଗୀୟ ଶରଣାର୍ଥୀଙ୍କୁ କିଭଳି ROR ରେ ଅନ୍ତର୍ଭୁକ୍ତ କରାଯିବା ସହ ସେମାନଙ୍କର ପିଲାମାନଙ୍କୁ କିଭଳି ବିଭିନ୍ନ ପ୍ରମାଣପତ୍ର ମିଳି ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ତାହା ସହ ରାଜସ୍ୱ ମେଡିକାଲ ଓ ଯଶୁଆପୁର ବିଦ୍ୟାଳୟର ଟେଣ୍ଡର ପ୍ରକ୍ରିୟା ତୁରନ୍ତ କରିବା ପାଇଁ ପଦକ୍ଷେପ ନେବାକୁ ୨ ବିଧାୟକ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

Related Articles

Back to top button