ଅନ୍ତର୍ଜାତୀୟ

ଗାଜାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି

ଗାଜାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଓ୍ବାର୍ଲଡ୍‌ ସେଣ୍ଟ୍ରାଲ କିଚେନ୍‌ ଏନଜିଓର ୭ ଜଣ କର୍ମଚାରୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ବ୍ରିଟେନ ଓ ପୋଲାଣ୍ଡର ନାଗରିକ ରହିଥିବା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

ଏହା ସହ ସେଲିବ୍ରିଟି ସେଫ୍‌ ଜୋସ୍‌ ଆଣ୍ଡ୍ରେସଙ୍କର ମୃତ୍ୟୁ ଘଟିଛି। ଦ୍ୱୈତ ନାଗରିକତା ରଖିଥିବା ଫିଲିଷ୍ଟାଇନ, ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାର କର୍ମଚାରୀ ମଧ୍ୟ ଆକ୍ରମଣରେ ନିହତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com