ଓଡ଼ିଶାଜାତୀୟରାଜନୀତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟି ପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା, ୦୭/୦୯/୨୦୨୨-  ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟି ପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମିଶନ ୨୦୨୪ କୁ ନେଇ ନୀତିଶ ମୋଦୀ ବିରୋଧୀଙ୍କୁ ଏକାଠି କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସିପିଆଇଏମ ନେତା ସୀତରାମ ୟେଚୁରି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୀତିଶ ଏପର୍ଯ୍ୟନ୍ତ ଭେଟି ସାରିଲେଣି । ଏଥିସହ ସେ ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ସାକ୍ଷାତ କରିବେ । ଗସ୍ତର ଶେଷ ଦିନରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ମଧ୍ୟ ଭେଟିବାର ଭେଟିବାର କାର୍ଯ୍ୟକ୍ରମ ରହିଛି

Related Articles

Back to top button
WP Twitter Auto Publish Powered By : XYZScripts.com