ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଝଲକ ଦିଖଲା ଜାରେ ଆସିବେ ଅଲିମ୍ପିଆନ ଦୂତୀ ଚାନ୍ଦ

ଭୁବନେଶ୍ୱର ; ୦୯/୦୯  ଖୁବଶୀଘ୍ର ଭିନ୍ନ ଭୂମିକାରେ ନଜର ଆସିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ । କଲର୍ସର ଲୋକପ୍ରିୟ ରିୟଲିଟି ଶୋ ଝଲକ ଦିଖଲା ଜା’ର ସିଜିନ୍ -୧୦ ରେ ନଜର ଆସୁଛନ୍ତି ଦୂତୀ । ଏହି ଶୋ’ ପାଇଁ ପୂର୍ବରୁ ବହୁବାର ଅଫର ମିଳିଥି ଲା ଦୂତୀଙ୍କୁ ହେଲେ ବ୍ୟସ୍ତତା ଯୋଗୁଁ ସେଥିରେ ସେ ସାମିଲ ହୋଇପାରୁନଥିଲେ । ଟୋକିଓ ଅଲିମ୍ପିକ୍ସ ଓ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡା ପାଇଁ ବ୍ୟସ୍ତ ଥିବାରୁ ସେ ଯୋଗ ଦେଇପାରିନଥିଲେ । ଏସୀୟ କ୍ରୀଡା ଗୋଟିଏ ବର୍ଷ ଘୁଞ୍ଚିବା ପରେ ଝଲକ ଦିଖଲା ଜା’ର ସିଜିନ୍ -୧୦ରେ ସାମିଲ ହେଉଛନ୍ତି ଦୂତୀ ।

Related Articles

Back to top button
WP Twitter Auto Publish Powered By : XYZScripts.com