ଅନ୍ୟାନ୍ୟ

ଜାମ୍ମୁ-କାଶ୍ମୀର ବିଭିନ୍ନ ଜାଗାରେ ସିବିଆଇ ରେଡ

ଶ୍ରୀନଗର : ୧୩ ।୯ ଜାମ୍ମୁ କାଶ୍ମୀରର ଏସଆଇ ନିଯୁକ୍ତି ସ୍କାମ ମାମଲାରେ ସିବିଆଇ ଦେଶର ୩୩ଟି ସ୍ଥାନରେ ଚଢ଼ାଉ କରିଛି । ସିବିଆଇ ଜାମ୍ମୁ, ଶ୍ରୀନଗର, ହରିୟାଣା, ଗାନ୍ଧିନଗର, ଗାଜିଆବାଦ, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଏହି ଚଢ଼ାଉ କରିଛି । ଜାମ୍ମୁ କାଶ୍ମୀର ପୋଲିସ, ଡିଏସପି ଓ ସିଆରପିଏଫ୍ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି ।  ସିବିଆଇ ଏକ କୋଚିଂ ସେଣ୍ଟରର ମାଲିକ, ବିଏସଏଫର ତତ୍କାଳୀନ ଡାକ୍ତରୀ ଅଧିକାରୀ ତଥା ଜାମ୍ମୁ କାଶ୍ମୀର ସେବା ଚୟନ ବୋର୍ଡର ଅଧିକାରୀଙ୍କ ସମେତ ୩୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଗତ ମାସରେ ଜାମ୍ମୁ, ଶ୍ରୀନଗର ଓ ବେଙ୍ଗାଲୁରୁ ସମେତ ୩୦ଟି ସ୍ଥାନରେ ସର୍ଚ୍ଚ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com