ଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତିରାଜନୀତିଶିକ୍ଷାସ୍ୱାସ୍ଥ୍ୟ

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ୫ଜି ସେବା

ପୁରୀ, ୧୫/୦୯/୨୦୨୨-  ଓଡ଼ିଶାରେ ଖୁବଶୀଘ୍ର ୫ଜି ସେବା ଆରମ୍ଭ ହେବ ।  କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ପୁରୀରେ ସୂଚନା ଦେଇଛନ୍ତି । ସେହିପରି ୫ ଜି ରେ ହେଉଥିବା ବିକିରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଷ୍ଣବ । ସେ କହିଛନ୍ତି ୫ ଜି କୌଣସି ବିକିରଣ କରୁନାହିଁ ସେଥିପାଇଁ  ଆଶ୍ୱସ୍ତି ରୁହନ୍ତୁ ।  ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com