କ୍ରୀଡ଼ା

ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ମାଷ୍ଟର୍ସ ବିଡବ୍‌ଲ୍ୟୁଏଫ୍

କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ମାଷ୍ଟର୍ସ ବିଡବ୍‌ଲ୍ୟୁଏଫ୍ ସୁପର ୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସହଯୋଗରେ ଏହି ପ୍ରତିଯୋଗଜିତା ଆୟୋଜିତ ହେଉଛି।

ଏହି ପ୍ରତିଯୋଗିତାରେ ୨୭ଟି ଦେଶରୁ ୩୨୦ରୁ ଅଧିକ ପ୍ରତିଯୋଗୀ ଓ ମ୍ୟାଚ୍‌ ପରିଚାଳନା ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ୟୁଏଇ, ଇଟାଲି, ଇଂଲଣ୍ଡ, ଡେନମାର୍କ, ଇଣ୍ଡୋ‌ନେସିଆ, ମାଲେସିଆ, ନେପାଳ, ବାଙ୍ଗାଲାଦେଶ ଓ ଥାଇଲ୍ୟାଣ୍ଡ୍‌ର ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com