ଓଡ଼ିଶା

ଏମ.କେ.ସି.ଜି ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନାରେ ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର, ୧୯/୦୯/୨୦୨୨-  ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନାରେ ଛାତରୁ ସିଲିଂ ଖସିବା ଅଭିଯୋଗ । ସୋମବାର ତଳ ମହଲାରେ ଥିବା ଡାୟଲିସିସ୍ ୱାର୍ଡର ଛାତରୁ ସିଲିଂ ଖସିଛି । ଏହିପରି ବାରମ୍ୱାର ଛାତରୁ ସିଲିଂ ଖସୁଥିବାରୁ ଡାକ୍ତରଖାନାର ନୂଆ କୋଠା କେତେ ସୁରକ୍ଷିତ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ତଦନ୍ତ କରିଥିଲେମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନି । ଏମ.କେ.ସି.ଜି

Related Articles

Back to top button
WP Twitter Auto Publish Powered By : XYZScripts.com