ଜାତୀୟ

ଜାତୀୟ ଯୋଗ୍ୟତା ଓ ପ୍ରବେଶ ପରୀକ୍ଷା(ନିଟ୍‌‌) ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଆଉ ଏକ ସୁଯୋଗ ଦିଆଯାଇଛି

ଜାତୀୟ ଯୋଗ୍ୟତା ଓ ପ୍ରବେଶ ପରୀକ୍ଷା(ନିଟ୍‌‌) ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଆଉ ଏକ ସୁଯୋଗ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଅର୍ଥାତ ୯ ତାରିଖଠାରୁ ୧୦ ତାରିଖ ରାତି ୧୦.୫୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଛାତ୍ରଛାତ୍ରୀଙ୍କଠାରୁ ବହୁ ଅନୁରୋଧ ପାଇବା ପରେ ଆବେଦନ ପୋର୍ଟାଲକୁ ଦୁଇଦିନ ପାଇଁ ପୁନଃ ଖୋଲାଯାଇଛି। ଏନେଇ ନେସ୍‌‌ନାଲ୍‌‌ ଟେଷ୍ଟି ଏଜେନ୍ସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

Related Articles

Back to top button