ମନୋରଞ୍ଜନ

ମନି ଲଣ୍ଡରିଂ ମାମଲାରେ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ

ମନି ଲଣ୍ଡରିଂ ମାମଲାରେ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଇଡିକୁ ଏକ ନୋଟିସ ଜାରି କରିଛନ୍ତି।

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ଜ୍ୟାକଲିନ ବନ୍ଦ କରିବାକୁ ଦାବି କରିଛନ୍ତି। ଜ୍ୟାକଲିନ ଦାବି କରିଛନ୍ତି ଯେ , ସେ ନିଜେ ଏହି ଘଟଣାର ଶିକାର ହୋଇଛନ୍ତି। କିନ୍ତୁ ଅପରାଧୀ ନୁହଁନ୍ତି।

Related Articles

Back to top button