ଓଡ଼ିଶା

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ , ୧୦ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଗୁରୁବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବ । ଆଜିର ଏହି କ୍ୟାବିନେଟ୍‌ ବୈଠକରେ କେତେକ ନୀତି ସମେତ ପ୍ରାୟ ୨୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ଖାସ୍‌ କରି ସମବାୟ, ଜଳ ସମ୍ପଦ, ଆଇଟି, ନଗର ଉନ୍ନୟନ, ପଞ୍ଚାୟତିରାଜ, ପୂର୍ତ୍ତ ପ୍ରମୁଖ ବିଭାଗଗୁଡ଼ିକର ପ୍ରସ୍ତାବ ଉପସ୍ଥାପିତ ହେବା ସହ ପାରିତ ହେବ ବୋଲି ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com