ଅନ୍ୟାନ୍ୟ

ବଢିଲା ନର୍ସିଂ ଓ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର

ବଢିଲା ନର୍ସିଂ ଓ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ସରକାର ବିଭିିନ୍ନ ଷ୍ଟ୍ରିମ୍‌ରେ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଡି.ଫାର୍ମା ଛାତ୍ରଙ୍କୁ ମାସିକ ମିଳିବ ୫୦୦ଟଙ୍କା ଷ୍ଟାଇପେଣ୍ଡ । ଏଏନଏମ୍ ପିଲାଙ୍କୁ ମାସିକ ୨ ହଜାର ଟଙ୍କା ମିଳିବ ।

ବିଏସସି(ଏନ୍‌) ଇଣ୍ଟର୍ନସିପକୁ ମିଳିବ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ । କ୍ଲିନିକାଲ ସାଇକୋଲଜିରେ ଏମ୍‌.ଫିଲ୍ ଛାତ୍ରଙ୍କୁ ମାସିକ ୧୦ ହଜାର । ସାଇକାଟ୍ରିକ୍ ସୋସିଆଲ ୱାର୍କ ଏମଫିଲ୍ ଛାତ୍ରଙ୍କୁ ୧୦ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com