ଓଡ଼ିଶା

କଣ୍ଟେନମେଣ୍ଟ୍ ଜୋନ ହେଲା ଅନୁଗୁଳ କୋର୍ଟ

ଅନୁଗୁଳ() ଅନୁଗୁଳ କୋର୍ଟ ହେଲା କଣ୍ଟେନମେଣ୍ଟ୍ ଜୋନ୍ । କୋର୍ଟର ୧୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠାରୁ ୩୦ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନରେ ଅନୁଗୁଳ କୋର୍ଟ ରହିବ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ପଜିଟିଭ୍ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦୈନିକ ୧୦ ହଜାରରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲା ପ୍ରଶାସନ ତରଫରୁ ନିଜ ନିଜ ସ୍ତରରେ କଟକଣାକୁ କଡ଼ା କଡ଼ି କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com