ଜାତୀୟ

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘର କାଉଣ୍ଟଡାଉନ ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘର କାଉଣ୍ଟଡାଉନ ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ। ବାହାଘର ଉତ୍ସବ ଇଟାଲୀରୁ ଆରମ୍ଭ ହେବ।

ଏହା ଜୁନ ୧ରେ ସ୍ୱିଜରଲ୍ୟାଣ୍ଡରେ ଶେଷ ହେବ। ସେହିପରି ଜୁଲାଇ ୬ରୁ ୧୨ ମଧ୍ୟରେ ମୁମ୍ବାଇରେ ମଧ୍ୟ ବାହାଘର ପାର୍ଟିର ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ବାହାଘର ପୂର୍ବରୁ ଗୁଜରାଟର ଜାମନଗରରେ ପ୍ରି ୱେଡିଂ ଉତ୍ସବ ପାଳନ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com