Featuredଜାତୀୟରାଜନୀତି

ଅପରାହ୍ନ ୨ଟାରେ ରାଓଜ ଏଭିନ୍ୟୁ କୋର୍ଟରେ ହାଜର ହେବେ ସିସୋଦିଆ

ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଦିଲ୍ଲୀର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ଏନେଇ ଇଡି ତରଫରୁ କୋର୍ଟଙ୍କୁ ସୂଚନା ଦିଆଯାଇଛି । ଏଥିରେ ଇଡି ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛି । ଗୁରୁବାର ସନ୍ଧ୍ୟା ୬.୨୦ମିନିଟ ସମୟରେ ଇଡି ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ।

ଇଡି ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି କି, ସିସୋଦିଆଙ୍କୁ ଗିରଫ କରିବା ପୂର୍ବରୁ ଇଡି ତାଙ୍କର ଗିରଫର କାରଣ କହିଛି । ଏହାସହ ତାଙ୍କୁ ଜେରାବେଳେ ସିସିଟିଭି ଫୁଟେଜ ମଧ୍ୟ ରେକଡିଂ କରାଯାଇଛି । ଏହାସହ ଦିଲ୍ଲୀର ରାଓଜ ଏଭିନ୍ୟୁ କୋର୍ଟରେ ତାଙ୍କୁ ଅପରାହ୍ନ ୨ଟା ବେଳେ ହାଜର କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com