ଜାତୀୟ

ବାୟୁ ପ୍ରଦୂଷଣ କବଳରେ ରାଜ୍ୟର ୧୨ଟି ସହର

ବାୟୁ ପ୍ରଦୂଷଣ କବଳରେ ରାଜ୍ୟର ୧୨ଟି ସହର ରହିଥିବା ନେଇ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରିପୋର୍ଟରେ କୁହାଯାଇଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ରାଜ୍ୟର ସ୍ଥିତି ମଧ୍ୟ ସଙ୍କଟଜନକ ସ୍ଥିତିରେ ରହିଛି । ରାଜ୍ୟର ୧୨ଟି ସହର ବାୟୁ ପ୍ରଦୂଷଣ କବଳରେ ରହିଛି । ରାଜ୍ୟର ଅନେକ ସହରର ବାୟୁ ଗୁଣବତ୍ତା ମାନକ ୩୦୦ ଉପରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com