ମନୋରଞ୍ଜନ

ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ

ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ଏହାକୁ ନେଇ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଗ୍ଲୋବାଲ ପପ୍‌ ଷ୍ଟାର ରିହାନା ଏଥିରେ ଗୀତ ଗାଇବେ।

କୁହାଯାଉଛି ଯେ ଅମ୍ବାନୀଙ୍କ ପକ୍ଷରୁ ତାଙ୍କୁ ମୋଟା ପାଉଣା ମଧ୍ୟ ମିଳିଛି। ତାଙ୍କୁ ୫ କି ୧୦ କୋଟି ନୁହେଁ ବରଂ ୫୦ କୋଟିରୁ ଅଧିକ ପାଉଣା ମିଳିଛି। ଏକ ରିପୋର୍ଟ ମୁତାବକ ଏହି କାର୍ଯ୍ୟକ୍ରମ ଲାଗି ୮ରୁ ୯ ମିଲିୟନ ଡଲାର ପାଉଣା ତାଙ୍କୁ ମିଳିଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୬୬ରୁ ୭୪ କୋଟି ଟଙ୍କା।

Related Articles

Back to top button
WP Twitter Auto Publish Powered By : XYZScripts.com