Featuredଜାତୀୟ

ଜାନୁଆରୀ ୨୦୨୩ ରେ ୭ ଦିନ ବନ୍ଦ ରହିବ ବ୍ୟାଙ୍କ, ଯିବା ପୂର୍ବରୁ ଥରେ ଚେକ କରନ୍ତୁ

ଭୁବନେଶ୍ୱର: ୨୦୨୨ ବର୍ଷ ଶେଷ ହେବାକୁ ଯାଉଛି ଏବଂ ୨୦୨୩ ବର୍ଷ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷରେ ମଧ୍ୟ ଲୋକଙ୍କର ବ୍ୟାଙ୍କରେ କାମ ପଡିବ। ଯଦି ଆପଣ ମଧ୍ୟ ନୂଆ ବର୍ଷ ଅବସରରେ ବ୍ୟାଙ୍କକୁ ଯିବାକୁ ଯାଉଛନ୍ତି, ତେବେ ପ୍ରଥମେ ଏହି ତାରିଖଗୁଡିକ ଯାଣିନିଅନ୍ତୁ….କାରଣ ନୂଆ ବର୍ଷର ପ୍ରଥମ ମାସରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ଜାନୁଆରୀରେ ବ୍ୟାଙ୍କଗୁଡିକ ୭ ଦିନ ପାଇଁ ବନ୍ଦ ରହିବ। ବ୍ୟାଙ୍କ ବନ୍ଦ ହେବା ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରତି ମାସରେ ଛୁଟିଦିନର ଏକ ତାଲିକା ପ୍ରକାଶ କରିଥାଏ। ଯାହାର ଏକ ତାଲିକା ନିମ୍ନରେ ଦିଆଯାଇଛି ….

ବ୍ୟାଙ୍କ ବନ୍ଦ ରହିବ:
୧ ଜାନୁଆରୀ ୨୦୨୩ – ରବିବାର
୮ ଜାନୁଆରୀ ୨୦୨୩ – ରବିବାର
ଜାନୁଆରୀ ୧୪, ୨୦୨୩ – ଦ୍ୱିତୀୟ ଶନିବାର, ମକର ସଙ୍କ୍ରାନ୍ତୀ
୧୫ ଜାନୁଆରୀ ୨୦୨୩ – ରବିବାର, ପୋଙ୍ଗଲ୍
୨୨ ଜାନୁଆରୀ ୨୦୨୩ – ରବିବାର
୨୮ ଜାନୁଆରୀ ୨୦୨୩ – ଚତୁର୍ଥ ଶନିବାର
୨୯ ଜାନୁଆରୀ ୨୦୨୩ – ରବିବାର

 

Related Articles

Back to top button
WP Twitter Auto Publish Powered By : XYZScripts.com