ରାଜନୀତି

‘ଗୋ-ୱାଟର’ ପଦ୍ଧତି

ହିରାକୁଦ ଜଳଭଣ୍ଡାରର ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ତେଣୁ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ‘ଗୋ-ୱାଟର’ ପଦ୍ଧତି ପ୍ରଚଳନ କରାଯିବ ।

ଅତ୍ୟାଧୁନିକ ‘କୃତ୍ରିମ ବୁଦ୍ଧିମତ୍ତା’ ସଫ୍ଟୱେର ମାଧ୍ୟମରେ ଡ୍ୟାମର ଜଳକୁ ପରିଚାଳନା କରାଯିବ । ‘ଗୋ-ୱାଟର’ ଏକ ତଥ୍ୟ କେନ୍ଦ୍ର ବୋଲି ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଏହା ତିନୋଟି ଦିଗରେ କାର୍ଯ୍ୟ କରିବ । ଏହାଦ୍ୱାରା ଜଳର ସ୍ଥିତି ସମ୍ପର୍କରେ ଜାଣିହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com