ଜାତୀୟ

କୋରୋନା ଭ୍ୟାକ୍ସିନକୁ ନେଇ କୋଭିସିଲ୍ଡ ଟିକା କମ୍ପାନୀ ଏଷ୍ଟ୍ରାଜେନେକାର ବଡ ଖୁଲାସା

କୋରୋନା ଭ୍ୟାକ୍ସିନକୁ ନେଇ କୋଭିସିଲ୍ଡ ଟିକା କମ୍ପାନୀ ଏଷ୍ଟ୍ରାଜେନେକାର ବଡ ଖୁଲାସା । କୋରୋନା ଭ୍ୟାକ୍ସିନର ସାଇଡ ଇଫେକ୍ଟ ଦସ୍ତାବିଜକୁ ନେଇ ପ୍ରଥମ ଥର କୋର୍ଟରେ ସ୍ବୀକାର କରିଛି କମ୍ପାନୀ।

କୋଭିଡ ୧୯ ଭ୍ୟାକ୍ସିନ କାରଣରୁ ରକ୍ତ ଜମାଟ ଭଳି ପ୍ରଭାବ ଶରୀରରେ ଦେଖାଦେଇଥାଏ। ବ୍ରିଟିଶ ଖବରକାଗଜ ଦ ଡେଲି ମେଲ ଅନୁସାରେ ଅଧିକାଂଶ ପରିବାର କୋରୋନା ଭ୍ୟାକ୍ସିନରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com