ଅନ୍ତର୍ଜାତୀୟ

ଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍, ଦାମ ଜାଣିଲେ ବିଶ୍ୱାସ କରିବେନି ଆପଣ

ଭୁବନେଶ୍ୱର: ଭାରତରେ ଭିଆଇପି ନମ୍ବର ପ୍ଲେଟର ଏକ ଭିନ୍ନ କ୍ରେଜ ଅଛି । ଏଥିପାଇଁ ଆପଣଙ୍କୁ ବହୁତ ପରିମାଣର ଅର୍ଥ ଦେବାକୁ ପଡିବ ।କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ ଏବଂ ଏହାର ମୂଲ୍ୟ କେତେ ?

ଦୁନିଆର ସବୁଠୁ ଦାମୀ କାର ନମ୍ବର ହେଉଛି F1। ଏହାର ମୂଲ୍ୟ ପ୍ରାୟ ୧୩୨ କୋଟି ଟଙ୍କା । F1 ନମ୍ବର ପ୍ଲେଟ୍ ଫର୍ମୁଲା ୧ ରେସିଂକୁ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ମୋଟର୍ସପୋର୍ଟ ଇଭେଣ୍ଟକୁ ସୂଚିତ କରେ । ବ୍ରିଟେନର ଜଣେ ବ୍ୟକ୍ତି ଏହି ସ୍ୱତନ୍ତ୍ର ନମ୍ବର ପ୍ଲେଟ ପାଇଁ ଏତେ ପରିମାଣର ଖର୍ଚ୍ଚ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com