ଜାତୀୟ

ଏକ୍ସରେ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ନୂଆ ଫିଇର ରୋଲଆଉଟ କରାଯାଇଛି

ଏକ୍ସରେ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ନୂଆ ଫିଇର ରୋଲଆଉଟ କରାଯାଇଛି । ଏକ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ଚିଫ ଟେକ୍ନୋଜୋଜୀ ଅଫିସର ଏଲନ ମସ୍କ ଭାରତରେ କମ୍ୟୁନିଟୀ ନୋଟସ ନାମକ ଏକ ନୂଆ ଫିଚରକୁ ରୋଲଆଉଟ କରିବାର ଘୋଷଣା କରିଛନ୍ତି ।

ଗ୍ଲୋବାଲ ଲେବୁଲରେ ଏହି ଫିଚରର ଆରମ୍ଭ ଏପ୍ରିଲ ୨୦୨୨ରେ କରିଥିଲେ, ହେଲେ ଭାରତରେ ଏବେ ଏହାକୁ ରୋଲଆଉଟ କରାଗଲା । ଏଲନ ମସ୍କ ଭୁଲ ସୂଚନା ପ୍ରସାରିତ ହେବାକୁ ରୋକିବା ଲାଗି ଏହି ଫିଚରକୁ ଲଞ୍ଚ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com