ଅନ୍ତର୍ଜାତୀୟ

ବର୍ତ୍ତମାନ ବ୍ରିଟେନର ଜଣେ ସ୍ପର୍ମ ଡୋନର ଚର୍ଚ୍ଚାରେ ଅଛନ୍ତି

ବର୍ତ୍ତମାନ ବ୍ରିଟେନର ଜଣେ ସ୍ପର୍ମ ଡୋନର ଚର୍ଚ୍ଚାରେ ଅଛନ୍ତି, ଯିଏ ପ୍ରାୟ ୨୦୦ ମହିଳାଙ୍କୁ ଗର୍ଭବତୀ କରିଛନ୍ତି। ସ୍ପର୍ମ ଡୋନେଟ କରି ଏହି ୨୦୦ମହିଳାଙ୍କୁ ମାତୃତ୍ୱ ଭୋଗିବାର ସୁଖଦ ଅନୁଭବ ପ୍ରଦାନ କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏତେଜଣ ମହିଳାଙ୍କୁ ସାହାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଏବେ ବି ସିଙ୍ଗଲ ଅଛନ୍ତି। ତାଙ୍କୁ ଏଯାଏଁ ତାଙ୍କ ମନପସନ୍ଦର ପାର୍ଟନର ମିଳି ନ ଥିବା ସେ ପ୍ରକାଶ କରିଛନ୍ତି। ୟୁକେରେ ରହୁଥିବା ଏହି ୫୧ବର୍ଷୀୟ ସ୍ପର୍ମ ଡୋନର ‘ଜୋ’ ଭାବରେ ଜଣାଶୁଣା।

Related Articles

Back to top button
WP Twitter Auto Publish Powered By : XYZScripts.com