ଜାତୀୟ

ଘରୋଇ ଅନୁସନ୍ଧାନ ପ୍ରତିଷ୍ଠାନ ସ୍କଚ୍ ସୋମବାର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୫୧.୪୦ କୋଟି ନିଯୁକ୍ତି ସୃଷ୍ଟି ହୋଇଛି

ଘରୋଇ ଅନୁସନ୍ଧାନ ପ୍ରତିଷ୍ଠାନ ସ୍କଚ୍ ସୋମବାର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୫୧.୪୦ କୋଟି ନିଯୁକ୍ତି ସୃଷ୍ଟି ହୋଇଛି ।

ଏହି ରିପୋର୍ଟଟି ‘ମୋଡିନୋମିକ୍ସର ନିଯୁକ୍ତି ସୃଷ୍ଟି ପ୍ରଭାବ: ପାରାଡିଗମରେ ପରିବର୍ତ୍ତନ’ ଶୀର୍ଷକରେ ଜାରି ହୋଇଥିବା ଏହି ରିପୋର୍ଟ ୮୦ କେସ୍ ଷ୍ଟଡି ଉପରେ ଆଧାରିତ । ଏଥିରେ ଋଣ ନେଇଥିବା ବ୍ୟକ୍ତିଙ୍କ ତଥ୍ୟ ଏବଂ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଭୁକ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com