ଜାତୀୟ

ମନ୍ତ୍ରୀ ପୁଅଙ୍କ ଦାଦାଗିରି। ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାରିଲେ ମାଡ

ମନ୍ତ୍ରୀ ପୁଅଙ୍କ ଦାଦାଗିରି। ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାରିଲେ ମାଡ। କେବଳ ସେତିକି ନୁହେଁ ସାମ୍ବାଦିକଙ୍କ ସମେତ ୪ ଜଣଙ୍କୁ ସେ ମାଡ ମାରିଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ନାଲି ଆଖି ଦେଖାଇଛନ୍ତି ମନ୍ତ୍ରୀ। ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଥାନରେ ପହଞ୍ଚିଯାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com