ରାଜନୀତି

ସଂସଦର ଉଚ୍ଚ ସଦନର ୫୪ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି

ସଂସଦର ଉଚ୍ଚ ସଦନର ୫୪ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏମାନଙ୍କ ମଧ୍ୟରୁ କିଛି ନେତା ଆଉ ପୁଣିଥରେ ରାଜ୍ୟସଭାକୁ ଫେରିବେ ନାହିଁ।

ଏହି ନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ସାମିଲ ଅଛନ୍ତି। ତାଙ୍କର ଦୀର୍ଘ ୩୩ ବର୍ଷର ସଂସଦୀୟ କାର୍ଯ୍ୟକାଳ ବୁଧବାର ଶେଷ ହେଉଛି। ତେବେ ତାଙ୍କ ସ୍ଥାନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଉଛନ୍ତି।

Related Articles

Back to top button